କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲା ଓକିଲ ସଂଘ ଉପ ସଭାପତି ହାଡିବନ୍ଧୁ ସିଂହଙ୍କ ଫେସବୁକ ଆଇଡି ହ୍ୟାକ, ଦୁହୁରିଆରେ ରଖିଲେ ପ୍ରତିକ୍ରିୟା
କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ଉପସଭାପତି ହାଡିବନ୍ଧୁ ସିଂହଙ୍କର ଫେସବୁକ ଆଇଡି କୁ ହ୍ୟାକ କରାଯାଇଛି l ଏଭଳି କାମ କରି ଜଣେ ସାଇବର ଲୁଟେରା ସିଂହଙ୍କ ସମ୍ପର୍କୀୟ ମାନଙ୍କୁ ଟଙ୍କା ଦେବା ପାଇଁ କହୁଛି l ଏଣୁ ଏଭଳି ଲୁଟେରାଙ୍କ ଠାରୁ ସତର୍କ ରୁହନ୍ତୁ l ଯଦି ଲୁଟେରା ଟଙ୍କା ଦେବା ପାଇଁ କହୁଥାନ୍ତି ତାହା ହେଲେ ଆଇନର ଆଶ୍ରୟ ନିଅନ୍ତୁ ବୋଲି ଖୋଦ ହାଡିବନ୍ଧୁ ସିଂହ ଦୁହୁରିଆରେ ପ୍ରତିକ୍ରିୟା ରଖିଛନ୍ତି l