ଅନୁଗୋଳ ଜିଲାପାଳ କାର୍ଯ୍ୟାଳୟ ସମୁଖରେ ୨୮୩ଦିନ ଶାନ୍ତିପୁର୍ଣ ଧାରଣା ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଅତିରିକ୍ତ ତହସିଲଦାର ଓ ଅନୁଗୋଳ ସଦର RI ଗୁଣ୍ଡାରାଜ କରି ଧାରଣା ସ୍ଥଳକୁ ଜୋର ଜବରଦସ୍ତ ଭାଙ୍ଗି ଦେଉଛନ୍ତି । ନ୍ୟାୟ ମାଗିବା କଣ ଅଧିକାର ନାହିଁକି ! ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ନ୍ୟାୟଦେବାକୁ ଅନୁରୋଧ ।