କଟକ ପୌରାଞ୍ଚଳ: ଚାଉଳିଆଗଞ୍ଜ ଥାନା ଅଧୀନରେ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ମାମଲା, ଅଭିଯୁକ୍ତ ଗିରଫ
Cuttack M Corp PS, Cuttack | Aug 12, 2025
କଟକ ଚାଉଳିଆଗଞ୍ଜ ଥାନା ଅଧୀନରେ ଘରେ ପଶି ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ।...