ସୁନ୍ଦରଗଡ ସହର: ବଡ଼ଗାଁ ଏକ୍ସସାଇଜ ରେଞ୍ଜ ଇନ୍ସପେକ୍ଟରଙ୍କ ତାଳକୁଦର ଜଙ୍ଗଲରେ ଚଢାଉ, 35 ଲିଟର ମଦ ସହ ଜଣେ ମହିଳା ଗିରଫ
Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ୱର 2 ତାରିଖ ମଙ୍ଗଳବାର ପୂର୍ବାହ୍ନ 11:30 ରୁ ଏହି ଚଢାଉ ଆରମ୍ଭ ହୋଇ ଅପରାହ୍ନ 4:30 ପର୍ଯ୍ୟନ୍ତ ଚାଲିଥିଲା। ଅବକାରୀ ଅଧିକ୍ଷକ...