ଅନୁଗୋଳ ବ୍ଲକ ବାଳୁଅକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶାବଳ ଭଙ୍ଗା ଗ୍ରାମରେ ଷଣ୍ଢ କୁ ଟାଙ୍ଗିଆରେ ଆକ୍ରମ ଭଳି ଅମାନବୀୟ ଘଟଣ ଦେଖିବାକୁ ମିଳିଛି । ମିଳିଥିବା ସୂଚନାରୁ ଜଣାପଡେ କେହି ଦୁର୍ବୁତ୍ତ ଷଣ୍ଢ ର ପେଟରେ ଏକ ଟାଙ୍ଗିଆ ରେ ହାଣି ଦେଇଥିବା ବେଳେ, ବାଙ୍ଗିଆଟି ଷଣ୍ଢର ପେଟରେ ପଶି ରହିଥିବା ଦେଖିବାକୁ ମିଳିଛି। ଗୁରୁତର ଷଣ୍ଢକୁ ଉଦ୍ଧାର କରି ଗ୍ରାମବାସୀ ପ୍ରାଣୀ ଚ଼କିତ୍ସା ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଶାବଳ ବନ୍ତଳା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ଦେବାଶିଷ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଷଣ୍ଢଟିର ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି। ତେବେ କିଏ ଘଟଣାରେ ସଂପୃକ୍ତ