ଆଠଗଡ: ଅଚଳକୋଟ ରାମଳୀଳାରେ ସ୍କାଏ ଲାଇଟ ଭାଙ୍ଗି ବାହାରିଲେ ହନୁମାନ, ଭିଡିଓ ସୋସିଆଲ ମିଡିଆ ରେ ଭାଇରଲ #viral
ଗତକାଲି ରାତ୍ରିରେ ଅଚଳକୋଟ ରାମଳୀଳାରେ ସ୍କାଏ ଲାଇଟ ଭାଙ୍ଗି ବାହାରିଲେ ହନୁମାନ। ଭିଡିଓ ସୋସିଆଲ ମିଡିଆ ରେ ଭାଇରଲ ହୋଇଛି। ବିଳମ୍ବିତ ରାତ୍ରି ରେ ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଲୋକ ଙ୍କର ଭିଡ଼ ଜମିଛି।।