ଢେଙ୍କାନାଳ ସଦର: ରାଧାକୃଷ୍ଣ ବଦାରରେ ବୁଣାକାର ସମାଜ ପକ୍ଷରୁ ଗୀରି ଗୋବର୍ଦ୍ଧନ ପ୍ରଜା
ଢେଙ୍କାନାଳ ସହରରେ ଚଳିତ ବର୍ଷଠାରୁ ଗୀରି ଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛିା ରାଧାକୃଷ୍ଣ ବଜାର ଦୋଳମଣ୍ଡପ ସାହିର ଲୋକମାନଙ୍କ ସହଯୋଗରେ ବୁଣାକାରମାନଙ୍କ ଦ୍ୱାରା ଏହି ପୂଜା ଅନୁଷ୍ଠିତ ହୋଇଛିା ସାହି ବାସିନ୍ଦା ୨୫ବର୍ଷ ହେବ ରେଷ୍ଟାର ଅବସାନ ପରେ ପୂଜା ଆରମ୍ଭ ହୋଇଛି ।