କୋମନା: ଡୋଙ୍ଗରିଗୁଡା ଗ୍ରାମ ପରିସରରେ ଗାଁ ରେ ପାଣି ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ ଗ୍ରାମର ଜଣେ ମହିଳା #jansamasya
Komna, Nuapada | Mar 24, 2025 ପାଣି ପାଇଁ ଗ୍ରାମର ଲୋକମାନେ ହନ୍ତଶନ୍ତ। ସୂଚନା ମୁତାବକ ନୂଆପଡ଼ା ଜିଲ୍ଲା ଡୋଙ୍ଗରିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ପାଣି ସମସ୍ୟା, ଖରା ଆରମ୍ଭରୁ ଦେଖିବାକୁ ମିଳୁଛି ପାଣି ସମସ୍ୟା। । ତିନି ମାସ ହେଲା ଗ୍ରମାରେ ସ୍ଥାନୀୟ ଲୋକ ପିଇବା ପାଣି ସମସ୍ୟା ସମ୍ମୁଖୀନ ହେଉଛନ୍ତି ନଳକୂଅ ଥିଲା ସେଇଟା ବି 3 ମାସ ହେଲା ଅଚଳ ଅବସ୍ଥାରେ ରହିଛି, ତେବେ ଏ ନେଇ ଆଜି ଅପରାହ୍ନ 1 ଘଟିକା ସମୟରେ ଡୋଙ୍ଗରିଗୁଡା ଗ୍ରାମ ପରିସରରେ ଗାଁ ରେ ନଳକୂପ ଦାବି କରି ପ୍ରତିକ୍ରିୟା ରଖିଲେ ଗ୍ରାମର ଜଣେ ମହିଳା ।