କଣ୍ଟାମାଳ: ମଦ ପିଇବା କୁ ମନା କରିବା ହେଲା କାଳ । ମଦୁଆ ଙ୍କ ଗୋଇଠା ମାଡରେ ଉମା ଗ୍ରାମରେ ଗଲା ବୃଦ୍ଧ ଙ୍କ ଜୀବନ
Kantamal, Boudh (Bauda) | Sep 14, 2025
ମଦ ପିଇବା କୁ ମନା କରିବା ହେଲା କାଳ । ମଦୁଆ ଙ୍କ ଗୋଇଠା ମାଡରେ ଗଲା ବୃଦ୍ଧ ଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା...