ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟରୀୟମ ରେ ଆଜି ଲୟର କନଫରେନ୍ସ ଅନୁଷ୍ଠିତ ହୋଇଛି l ଏହି ଅବସରରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ l 2016 ପରେ ଏକାଠି ହେଲେ ରାଜ୍ୟର ସମସ୍ତ ଆଇନଜୀବି l ପୂର୍ବରୁ ଦୁଇ ସଂଘ ନେଇ ଚାଲୁଥିବା ଆଓଲା ବା ଅଲ ଓଡିଶା ଲୟର୍ସ ଆସୋସିଏସନ ଏକ ହୋଇଛି l ଏକ ହେବା ପରେ ସମ୍ବଲପୁରରେ ଆୟୋଜନ କରିଛି ତାର 54 ତମ ଅଲ ଓଡିଶା ଲୟର୍ସ କନଫରେନ୍ସ l ତେବେ ମାତୃଭାଷାରେ କୋର୍ଟ ପରିଚାଳନା ନେ