ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଗାଇଗୋରୁଙ୍କ ଯୋଗୁଁ ଲୋକ ହନ୍ତସନ୍ତ
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପ୍ରତ୍ୟେକ ଦିନ ହଜାର ସଂଖ୍ୟାର ରୋଗୀମାନେ ନିର୍ଭର କରି ଜିଲ୍ଲା ତଥା ଜିଲ୍ଲା ବାହାରୁ ସୁସ୍ଥ ହବା ପାଇଁ ଧାର୍ଇ ଆସନ୍ତି । ସହରରୁ ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତାଟି ଯୋଗାଇଗୋରୁଙ୍କ ଯୋଗୁଁ ସମସ୍ୟା