କୋରାପୁଟ ସହର: କୋରାପୁଟ ସଦର ପୋଡାଗଡ ଚର୍ଚ୍ଚ ରେ ନିଯୁକ୍ତ ହୋଇଥିବା ନୂତନ ପ୍ରାଚୀନ ହୋଇଥିବା ବସନ୍ତ ଖୋସଲା ନିଜର ପ୍ରତିକ୍ରିୟା ରଖିଲେ
ପୋଡ଼ାଗଡ ଚର୍ଚର ନୂତନ ପ୍ରାଚୀନ ବସନ୍ତ ଖୋସଲା ନିଜ ପ୍ରତ୍ରୀକ୍ରୀୟା ରଖି କହିଛନ୍ତି ସମସ୍ତ ପାଲକ ପାଲିକା ଙ୍କୁ ଆନ୍ତରିକ ଧନ୍ୟବାଦ୍ ଜନାଉଚି। ଆଗକୁ ବହୁତ କାମ କରିବାର ଅଛି ଏବଂ ଚର୍ଚ୍ଚର ବିକାଶ ଆଗକୁ ବହୁତ ହେବାର ଅଛି । ସମସ୍ତ ଙ୍କୁ ଧରି ବିକାଶ ସମ୍ଭବ ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି ନୂତନ୍ ପ୍ରାଚୀନ ବସନ୍ତ ଖୋସଲା।