ସୁନ୍ଦରଗଡ ସହର: ହେମଗିର ରତନ ପୁର ବଡ଼ ବନ୍ଧ (ପୋଖରୀ)ରେ ବୁଡି ଜଣଙ୍କ ମୃତ୍ୟୁ , ଦମକଳ ବାହିନୀଙ୍କ ଦ୍ବାରା ମୃତ ଦେହ ଉଦ୍ଧାର
Sundargarh Town, Sundargarh | Sep 5, 2025
ଆଜି ସେପ୍ଟେମ୍ୱର 5 ତାରିଖ ଶୁକ୍ରବାର ସନ୍ଧ୍ୟା 7 :15 ଟା ପାଖାପାଖି ଏହି ଦୁଃଖଦ ଘଟଣା ଘଟିଛି। ପୋଖରୀରେ ଗାଧୋଇବାକୁ ଯାଇ ଧନେଶ୍ଵର ନାୟକ ନାମକ...