Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଭଟଲି: ଭଟଲି ବ୍ଳକ ସଭାଗୃହରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ର ବ୍ଳକସ୍ତରୀୟ ସମନ୍ୱୟ ବୈଠକ

ଭଟଲି ବ୍ଳକ ସଭାଗୃହରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ର ବ୍ଳକସ୍ତରୀୟ ସମନ୍ୱୟ ବୈଠକ ଭଟଲି ବ୍ଳକ ର ସଭାଗୃହରେ ଭଟଲି ବିଡ଼ିଓ ପ୍ରମୋଦଚନ୍ଦ୍ର ମେହେରଙ୍କ ସଭାପତିତ୍ୱ ରେ ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା ର ବ୍ଳକ ସ୍ତରୀୟ ଏକସମନ୍ମୟବୈଠକ ଆଜି ଅପରାହ୍ନ ୩ ଟାରେ ଆରମ୍ଭ ହୋଇଥିଲା।ଏହି ବୈଠକରେ ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ,ଭଟଲି ବ୍ଳକ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା, ଡ଼ା. ପ୍ରଣବ କୁମାର ପାଣିଗ୍ରାହୀ,ପିଏଚଇଓ ଝସକେତନଧରାଇ, ବିପିଏମ ଜୟପ୍ରକାଶ ପଧାନ, ଏବିଇଓ ରୀତା ରାଣୀ ତ୍ରିପାଠୀ, ଜିଲ୍ଲା ଆୟୁଷ୍ମାନ କାର୍ଡ ସଂଯୋଜକ ସଞ୍ଜୀବ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ

MORE NEWS

ଭଟଲି: ଭଟଲି ବ୍ଳକ ସଭାଗୃହରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ର ବ୍ଳକସ୍ତରୀୟ ସମନ୍ୱୟ ବୈଠକ - Bhatli News