ଭୋଗରାଇ: ଉଦୟପୁର ରେ ଉଠା ଦୋକାନୀଙ୍କ ସାମ୍ବାଦିକ ସମ୍ମିଳନୀ, ଗିରଫ ଯୁବକ ମାନେ ନିର୍ଦ୍ଦିଷ
ବେଳାଭୂମିର ଉଠା ବ୍ୟବସାୟୀ ମାନେ ଘଟଣାକୁ ସହଜରେ ହଜମ କରି ପାରି ନାହାନ୍ତି। ସ୍ଥାନୀୟ ଅଂଚଳର ଗରୀବ ଦୋଳାନୀ ମନେ ମାଛ,କଙ୍କଡା ଆଦି ତରକାରୀ କରି ପର୍ଯ୍ୟଟକଙ୍କୁ ପରଶି ଦୁଇ ପଇସା ରୋଜଗାର କରନ୍ତି । ଏହା ଦ୍ଵାରା ସେମାନଙ୍କ ପରିବାର ପ୍ରତି ପୋଷଣ ହୁଏ । ମାତ୍ର ବେଳାଭୂମିରେ ବହୁ ଅସାମଜିକ ଲୋକ ବିଭିନ୍ନ ନିଶା ଦ୍ରବ୍ୟ କରି ଆସୁଥିଲେ ମଧ୍ୟ ପୁଲିସ ଚୁପ ବସିଛି। ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରନ୍ତି ଅମୁଲ୍ୟ ବେହେରା, ବାବାଜି ପ୍ରଧାନ,ଆନନ୍ଦ ବେହେରା, ଛଟାଙ୍ଗି ବେହେରା ପ୍ରମୁଖ ଦୋକାନୀ ମାନେ।