ବିଜେପୁର: କୁମ୍ଭାରି ଠାରେ ବିଧାୟକ ବିଭିନ୍ନ ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଆଜି ବରପାଲି ବ୍ଲକର 40 ଟି ପୁରାତନ ଉଠାଜଳସେଚନ ପ୍ରକଳ୍ପ ଗୁଡିକର ସୁଦୃଢ଼ୀକରଣ ରାଜ୍ୟଯୋଜନା ଅନୁଦାନ 2024 /25 କୁମ୍ଭାରୀ ଗାଁ ଠାରେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ଙ୍କ କରକମଳ ରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା ଓ ଚାଷୀ ମାନଙ୍କ ଦ୍ୱlରା ଆୟୋଜିତ ନୁଆଁଖାଇ ଭେଟ ରେ ଯୋଗଦାନ ।