ବସ୍ତା: ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ, ବାଲିଆପାଳ ବ୍ଲକ ପରିସରରେ ଅନୁଷ୍ଠିତ
ଆଜି ବାଲିଆପାଳ ବ୍ଲକ ପରିସରରେ "ବେଟି ବଚାଓ ବେଟି ପଢ଼ାଓ" ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ରାଧାରଞ୍ଜନ ଦାସ , ବାଲିଆପାଳ ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ବେହେରା , ଏବିଡିଓ ଶରତ କୁମାର ମୁଦୁଲି , ଉପାଦ୍ଧକ୍ୟ ରାଜେଶ ଚୌଧୁରୀ , ସାମାଜିକ କର୍ମୀ ଅଜୟ ସାହୁ , ପ୍ରଦୀପ ପାଲ , ଜିପିଡିଓ ପ୍ରିୟବ୍ରତ ଗିରି , ସୁଷମା ଦତ୍ତ , ଅରୁସ୍ମିତା ସାହୁ , ରମନାଥ କର , ଉପସ୍ଥିତ ରହି ପୁଅ ଝିଅ ମଧ୍ୟରେ କୌଣସି ଭେଦଭାବ ନରଖି ଝିଅ ମାନଙ୍କୁ ଛୋଟ ରୁ ବଡ଼ ହୋଇ ବିଭିନ ପ୍ରକାର ଶିକ୍ଷା ଗ୍ରହଣ କରି ସମାଜରେ ମୁଖ୍ୟ ଶ୍ରତରେ ସାମିଲ