କଟକ ପୌରାଞ୍ଚଳ: ମଧୁପାଟଣା ଥାନା ଅଧୀନରେ ମହିଳାଙ୍କ ଅଶ୍ଳିଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ପାଇଁ ଧମକ ଦେବା ମାମଲା, ଅଭିଯୁକ୍ତ ଗିରଫ
Cuttack M Corp PS, Cuttack | Aug 8, 2025
କଟକ ମଧୁପାଟଣା ଥାନା ଅଧୀନରେ ଜଣେ ମହିଳାଙ୍କ ଅଶ୍ଳିଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଉଥିବା ଜଣେ ଅଭିଯୁକ୍ତକୁ ଗିରଫ...