ମହାନଗର ନିଗମ ଅନ୍ତର୍ଗତ ତପସ୍ବିନୀ ପ୍ରେକ୍ଷାଳୟ ଠାରେ ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ର ଜିଲ୍ଲାର ସଫଳ ଆତ୍ମନିର୍ଭରଶୀଳ ମହିଳାମାନଙ୍କୁ ନେଇ ଦୈନିକ ‘ସମ୍ବାଦ ଖବର କାଗଜ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମହିଳାଙ୍କ ସଂଘର୍ଷମୟ ଜୀବନ ଓ ସଫଳତାର କାହାଣୀ ଓ ନିଜ ଅଭିଜ୍ଞତା ବଖାଣିଥିଲେ। ସମହିଳା ମାନଙ୍କ ସଂର୍ଘଷ ଜୀବନକୁ କିପରି ସ୍ବୀକୃତି ମିଳିଲା ଓ ସମାଜରେ ସେମାନଙ୍କ ପ୍ରତିଷ୍ଠା କିପରି ବୃଦ୍ଧି ହୋଇଥିଲା ସେନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ