ଅତାବିରା: ସରଣ୍ଡା ପେଟ୍ରୋଲପମ୍ପରେ ପେଟ୍ରୋଲ ଓ ଡିଜେଲ ଚୋରି ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ ଚାଳଣାକଲା ପୋଲିସ
ଅତାବିରା ଥାନା ଅଧିନ ସରଣ୍ଡା ଜୟରମ ଫୁଏଲ ପେଟ୍ରୋଲ ପମ୍ପରୁ ଗତ ୬ତାରିଖରେ ପେଟ୍ରୋଲ ଓ ଡିଜେଲ ଚୋରି ହୋଇଥିବା ବୀରେନ୍ଦ୍ର ପଧାନ ଥାନାରେ ଏତଲା ଦେଇଥିଲେ ଏତଲାକୁ ଭିତ୍ତି କରି ଚକୁଳି ଫାର୍ମର କିଶୋର ମହାପାତ୍ର ଓ ହେମାନନ୍ଦ ନାଗକୁ ଗିରଫ କରିଛି