ରାୟଗଡା: ଗୁଣୁପୁର ବ୍ଲକର ଡମ୍ବସରା ଗ୍ରାମପଞ୍ଚାୟତର ସଦର ଡ଼ମ୍ବସରା ଗ୍ରାମରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Rayagada, Rayagada | Sep 14, 2025
ଗୁଣୁପୁର ବ୍ଲକର ଡମ୍ବସରା ଗ୍ରାମପଞ୍ଚାୟତର ସଦର ଡ଼ମ୍ବସରା ଗ୍ରାମରେ ରବିବାର ପୂର୍ବାହ୍ନରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...