ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ବିହାର ନିର୍ବାଚନ ବିଜୟ ପରେ ଆଜି ରାତି 8 ଟା ସମୟରେ ସମ୍ବଲପୁର ଆସି ପ୍ରଥମେ ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି | ସମଲେଇ ମନ୍ଦିର ଦର୍ଶନ ପରେ କାର୍ଯ୍ଯକର୍ତ୍ତାଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି | କାର୍ଯ୍ଯକର୍ତ୍ତା ଏକାଠି ହୋଇ ମାଟିର ପୁଅର ବିହାର ନିର୍ବାଚନ ସୁପରିଚାଳନା ନେଇ ଅଭିନନ୍ଦନ ଜଣାଇଛନ୍ତି | ଏହାପରେ ସମଲେଶ୍ୱରୀ ମନ୍ଦିର ନିକଟରେ ତାଙ୍କୁ ସାଧାରଣ ଲୋକେ ସମ୍ବର୍ଦ୍ଧନା ଦେଇଥିଲେ l ବିହାର ନିର୍ବାଚନ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଈଁ ସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହ