ଭୋଗରାଇ: MMDR ଆଇନ ବିରୋଧରେ ବିଜେଡିର ବିକ୍ଷୋଭ, ଏଜି ଛକରେ ବିଧାୟକଙ୍କ ପ୍ରତିବାଦ
ଏମ୍ ଏମ୍ ଡି ଆର୍ ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ଆନ୍ଦୋଳନ। ବିଧାନସଭା ମୁଲତବି ପରେ ଏଜି ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା। ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଓଡ଼ିଶାର କ୍ଷତି ସମ୍ପର୍କରେ ସଚେତନ କଲେ। ଦୁଇ ଦିନ ହେଲା ଜାରି ରହିଛି ବିରୋଧ।