ରାସଗୋବିନ୍ଦପୁର: ମହିଳା ଓ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରତିବାଦରେ ଚିତ୍ରଡା କଲେଜ ଗେଟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ
Rasagobindapur, Mayurbhanj | Jun 25, 2025
ମୋରଡା ନିର୍ବାଚନ ମଣ୍ଡଳୀଅଧୀନ ଚିତ୍ରଡାସ୍ଥିତ ଚିତ୍ରଡାକଲେଜ ଫାଟକ ସମ୍ମୁଖରେ ମୋରଡା ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ରାଜକିଶୋର ଦାସଙ୍କ...