ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଗୁଟକାକୁ ନେଇ ବିଭିନ୍ନ ଦୋକାନ ଉପରେ ଚଢ଼ାଉ ଜାରି ରହିଥିବା ବେଳେ ପାରଳା ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ପ୍ରତିକ୍ରିୟା
Paralakhemundi, Gajapati | Sep 13, 2025
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଗୁଟକା କୁ ନେଇ ବିଭିନ୍ନ ଦୋକାନ ଉପରେ ପୋଲିସ୍ ର ଚଢାଉ ଜାରି ରହିଥିବା ବେଳେ ଆଜି ପାରଳାଖେମୁଣ୍ଡି ଆଦର୍ଶ...