ସଦର: କେସିଙ୍ଗା ନଗର ବିଜେପି ପକ୍ଷରୁ ୱାର୍ଡ ୩ ଓ ଚାରି ରେ ସେବାପକ୍ଷ ପାଳନ
ନଗର ବିଜେପି ପକ୍ଷରୁ ସେବାପକ୍ଷ ପାଳନ ସେପ୍ଟେମ୍ବର ୧୭ ତାରିଖ ଦିନ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ କେସିଙ୍ଗା ନଗର ବିଜେପି ପକ୍ଷରୁ”ସେବା ପକ୍ଷ ” ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ ଆଜି ୱାର୍ଡ ନମ୍ବର ତିନି ଓ ଚାରି ରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ହାତରେ ଗ୍ଲୋବ ଓ ମୁହଁ ରେ ମାସ୍କ ପିନ୍ଧି ସମସ୍ତେ ସଫେଇ ଅଭିଯାନ କରିଥିଲେ |