ନନ୍ଦ ଗାଁ ଗୋଶାଳା ନାଁ ରେ ପରିଚିତ ରାଉରକେଲା ସେକ୍ଟର ୧୫ ରେ ଥିବା କାଞ୍ଜିଆ ବୁଦା କର୍ମଚାରୀ ପାଉ ନାହାଁନ୍ତି ଦରମା। ଗୋ ମାତାଙ୍କ ପାଇଁ ନାହିଁ ଖାଦ୍ୟ। ଗୋମାତ ଙ୍କୁ ଖାଇବାକୁ ଦେବାରେ ଅସମର୍ଥ ଦାଇତ୍ୱ ନେଇଥିବା ସଂସ୍ଥା। ରାଉରକେଲା ମହାନଗର ନିଗମ ତରଫରୁ ଫଣ୍ଡ ମିଳୁ ନଥିବା ଅଭିଯୋଗ। ଶନିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ମଚାରୀ।