କେନ୍ଦୁଝର ସହର: ହନୁମନ୍ତିଆ ନାଳ ପୋଲ ଉପରେ ୩ ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ
Kendujhar Town, Kendujhar | Aug 23, 2025
ହନୁମନ୍ତିଆ ନାଳ ପୋଲ ଉପରେ ୩ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ସେପଟର ପାଞ୍ଚ ପଞ୍ଚାୟତ ମଧ୍ୟ ତେଲକୋଇ ମୂଖ୍ୟାଳୟରୁ ବିଛିନ୍ନ...