ଟିଟିଲାଗଡ: ଟିଟିଲାଗଡ଼ ଗୋବିନ୍ଦ ବାଟିକା ଠାରେ ସାଇବର ସୁରକ୍ଷା ଅଭିଯାନ ୨୦୨୫
ଟିଟିଲାଗଡ଼ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ସକାଳ ୧୧ ଟା ସମୟରେ ଅତି ଆକର୍ଷଣୀୟ ଭାବେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନ, ତହସିଲଦାର ଶ୍ରୀ ଶୁଭାଶିଷ ଶତପଥୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ରଥ, ବଲାଙ୍ଗିର ସାଇବର ସେଲ ଥାନା ଅଧିକାରୀଣି, ଟିଟିଲାଗଡ ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା, ସମ୍ବଲପୁରି ରକ ଷ୍ଟାର ରୁକୁ ସୁନା ପ୍ରମୁଖ ମଞ୍ଚା