ଭଦ୍ରକ ଗ୍ରାମାଞ୍ଚଳ: ଧରା ପଡିଲେ ଭଦ୍ରକ ସହରର ସିସିଟିଭି କ୍ୟାମେରା ଚୋର ,35 କ୍ୟାମେରା ସହ 2 ଗିରଫ, ଭଦ୍ରକ ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀ
Bhadrak Rural, Bhadrak | Sep 11, 2025
ଗୋଟିଏ ରାତିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ଦୋକାନରୁ ପ୍ରାୟ 22 ରୁ ଉର୍ଦ୍ଧ ସିସିଟିଭି ଲୁଟି ନେଇଥିଲେ ଦୁଇ ଜଣ ଲୁଟେରା,ଯାହାକୁ ନେଇ...