କୋରାପୁଟ ସହର: କୋରାପୁଟ ସଦର ସୂକୁ ଟାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ
କୋରାପୁଟ ସହର...ଆଜି ଦିନ ଏଗାର ଟା ବେଳେ କୋରାପୁଟ ବ୍ଲକ୍ ସୁକୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି। ଅଭିଯୋଗ ଶୁଣାଣି କାର୍ଯକ୍ରମ ରେ ସରପଂଚ ସମିତି ସଭ୍ୟ ସହ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମୁଦାୟ 22 ଟି ଶୁଣାଣୀ ସୁନାଯାଇଥିଲା। ବ୍ୟକ୍ତି ଗତ ତିନ ଟି ଶୁଣାଣୀ ସୁନାଯାଇଥିଲା।