କୋରାପୁଟ ଜିଲ୍ଲାରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଦିନକୁ ଦିନ ପାରଦ ତଳ ମୁହାଁ ହେଉଥିବା ବେଳେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ତେବେ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କ ବୃଦ୍ଧି ଯୋଗୁଁ ଅଳିଆ ଆବର୍ଜ୍ଜନା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। କୋରାପୁଟ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ପର୍ଯ୍ୟଟନସ୍ଥଳୀର ସ୍ଵଚ୍ଛତା ଉପରେ ଦୃଷ୍ଟି ଦେବାକୁ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା