Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका
No video available

ତିର୍ତ୍ତୋଲ: ବତୀମୀରା ନିକଟରେ ଜଣେ ବ୍ୟକ୍ତିଙ୍କ ଗୁହାଳ ଘରୁ 6 ଟି ଛେଳି ଚୋରି, ବିରିଡି ଥାନାରେ ଅଭିଯୋଗ

Tirtol, Jagatsinghpur | Feb 20, 2024
ବତୀମୀରା ନିକଟରେ ଜଣେ ବ୍ୟକ୍ତିଙ୍କ ଗୁହାଳଘରୁ 6ଟି ଛେଳି ଚୋରି, ବିରିଡି ଥାନାରେ ଅଭିଯୋଗ l ସୂଚନା ମୁତାବକ ବିରିଡି ଥାନା ଅଧିନସ୍ଥ ବତୀମୀରା ଗ୍ରାମର ରଞ୍ଜନ କୁମାର ସାମଲଙ୍କ ଗୁହାଳ ଘରୁ କେହି ଦୁର୍ବୃତ୍ତ 6 ଟି ଛେଳି ଚୋରି କରି ନେଇଥିବାକୁ ନେଇ ସେ ଏକ ଲିଖିତ ଅଭିଯୋଗ ବିରିଡି ପୋଲିସ ଷ୍ଟେସନରେ କରିଛନ୍ତି l ବିରିଡି ପୋଲିସ ଉକ୍ତ ଅଭିଯୋଗ ଆଧାରରେ ଗୋଟେ କେସ 82/24 ଦାୟର କରିବା ସହିତ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି l

MORE NEWS