କୋରାପୁଟ ସହର...ଆଜି ସନ୍ଧ୍ୟା ସାତ ଟା ସମୟ ରେ କୋରାପୁଟ ସଦର ମହକୁମା ସ୍ଥିତ ବଙ୍ଗଳା ଗୁଡା ରେ ସିତର ପ୍ରକୋପ ଗାଁ ର ସମସ୍ତ ଙ୍କ ଦୁଆର ରେ ନିଆଁ ଲଗେଇ ସେକି ହେଉଥିବା ଦେଖା ଦେଇଛି। ଯେହେତୁ ପାରଦ ଅତି ନିମ୍ନ ମାନର ଥିବା ହେତୁ ଶୀତ କୁ ସମ୍ଭାଳି ହେଉନଥିବା ଗ୍ରାମ ବାସୀ କହି ଛନ୍ତି। ରାତି ରେ ବେଶୀ ଥଣ୍ଡା ହେଉ ଥିବାରୁ ଲୋକେ ରାତି ସାରା ନିଆ ପୁହୁଛନ୍ତି।