Place_ Umerkote Date_ 20.11.25. ଉମରକୋଟ ବ୍ଲକ ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକ, ସୁଶୀଲ କୁମାର ଭୁଏ, OIC ଉମରକୋଟ, ମନୋଜ କୁମାର ପ୍ରଧାନ ASI ଉମରକୋଟ, APR ଫୋର୍ସ, Executive Magistrate, Umerkote, ଏବଂ ଉମରକୋଟ, ରାଇଘର ଓ ଡାବୁଗାଁ ର ଷ୍ଟାଫ୍ ମାନଙ୍କର ମିଳିତ ପ୍ରୟାସରେ ଆଜି ୩୯ ଲିଟର ଦେଶୀ ମଦ ସହିତ ୧୫୦୦ ଲିଟର ମହୁଲ ପଚ ଜବତ କରିଛି ଅବକାରୀ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ କୁମିବେଡା ର ଭୂଷଣ କଲାର, ପବିତ୍ର କଲାର ଓ ଚିକଲପଦରର ପୂର୍ଣ୍ଣ ଚନ୍ଦ୍ର ମାଳି ଙ୍କ ଘରେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୂର୍ଣ୍ଣ ମାଳି ଘରୁ ୧୫ ଲିଟର,ଭୂଷଣ ଘରୁ