ନୂଆପଡା: ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ଗଛ ଲଗାଇବା ପାଇଁ ଜିଲ୍ଲା କାର୍ଯ୍ୟଳୟ ରେ ଜିଲ୍ଲାପାଳ ଙ୍କ ଅପିଲ
ଆଜି ସନ୍ଧ୍ୟା ସାଢେ ସାତଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଏକ ଭିଡିଓ ବାର୍ତ୍ତା ଯୋଗେ ନୂଆପଡ଼ା ଜିଲ୍ଲା ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲାର ସମସ୍ତ ଜିଲ୍ଲାବାସୀ ସାମିଲ ହୋଇ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବାକୁ ଜିଲ୍ଲା କାର୍ଯ୍ୟାଳୟରୁ ଅପିଲ କରିଛନ୍ତି।