ଟିଟିଲାଗଡ: ରିମାଣ୍ଡରେ ଆସିଲା ଅଙ୍କୁର ଅଗ୍ରୱାଲ - ମେଡିକାଲକୁ ଆଣି କରାଗଲା ସ୍ବାସ୍ଥ୍ୟବସ୍ଥା ଯାଞ୍ଚ
ହୋଟେଲ ମାଲିକ ଶିବ ଦୟାଲ ଜୈନଙ୍କୁ ବୋଲେରୋ ମଡାଇ ହତ୍ୟା ଉଦ୍ୟମର ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲ କୁ ୨୪ ଘଣ୍ଟିଆ ରିମାଣ୍ଡରେ ଆଣି ଟିଟିଲାଗଡ଼ ପୋଲିସର ଜେରା କରିବ। ସେଥିପାଇଁ ଏବେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣି କରାଗଲା ସ୍ବାସ୍ଥ୍ୟ ବସ୍ଥା ଯାଞ୍ଚ। ନକଲି ସିମ ବ୍ୟବହାର କରି ନଗ୍ନ ଫଟୋ ବ୍ଲାକ ମେଲିଂ ନେଇ କରିବ ଖୋଳତାଡ।