ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ର ବିଦ୍ୟୁତ ଅଫିସ ଓ ପାୱାର ପ୍ଲାଣ୍ଟ ସହ ଭିନ୍ନ ଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ହୀରାକୁଦ ର ବିଦ୍ୟୁତ ଅଫିସ ଓ ପାୱାର ପ୍ଲାଣ୍ଟ ସହ ଭିନ୍ନ ଭିନ୍ନ ସ୍ଥାନରେ ଆଜି ସକାଳ 10 ଟା ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଇଯାଇଛି l ରୀତିନୀତି ଅନୁଯାଇ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ ହେଇଥିବା ବେଳେ ଆଜି ରାତି ତମମା ବିଭିନ୍ନ ପୂଜାମଣ୍ଡପ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି l