ଭଅଁରଖୋଲ ଅଂଚଳରେ ବୁଲୁଥିବା ବଣୁଆ ଦନ୍ତା ହାତୀ ଟି ଆଜି ବାଘମୁଣ୍ଡା ସୁଲଦିଆ ଅଂଚଳ କୁ ଯାଇଥିବା ବନ ବିଭାଗ ପକ୍ଷରୁ ଆଜି ରାତି ୯ ଟା ୨୦ ରେ ସୂଚନା ଦିଆଯାଇଛି l ହାତୀ ବୁଲୁଥିବା ଆଖପାଖ ଅଂଚଳରେ ବନ ବିଭାଗ ପକ୍ଷରୁ ସଚେତନତ କରାଯାଇଛି l ହାତୀ ପାଖକୁ ନଯିବା ପାଇଁ ଲୋକଙ୍କୁ ସଚେତନ କରାଯିବାସହ ଝାରସୁଗୁଡା ବନ ବିଭାଗ ପକ୍ଷରୁ ହାତୀ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିବା ପକ୍ଷରୁ ସୂଚନା ଦିଆ ଯାଇଛି l