ଭଦ୍ରକ ଗ୍ରାମାଞ୍ଚଳ: ନିର୍ଗୁଣ୍ଡି ପଞ୍ଚାୟତ ର ବିଭିନ୍ନ ପୂଜା ମଣ୍ଡପ ବୁଲି ଦର୍ଶନ କରିବା ସହ ଆଶିଷ ଭିକ୍ଷା କଲେ ଭଣ୍ଡାରି ପୋଖରୀ ବିଧାୟକ
Bhadrak Rural, Bhadrak | Aug 27, 2025
ଆଜି ପବିତ୍ର ଗଣେଶ ଚତୁର୍ଥୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ସିଦ୍ଧି ବିନାୟକ ଞ୍ଜାନ...