ବୌଦ୍ଧ ସଦର: ଜିଲ୍ଲା ଗସ୍ତରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା, ହରଭଙ୍ଗା ବ୍ଲକର ବିଭିନ୍ନ ଅନୁଷ୍ଠାନ କଲେ ପରିଦର୍ଶନ
Baudh Sadar, Boudh (Bauda) | Aug 26, 2025
ବୁଧବାର ଅପରାନ୍ହରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତ ଶେଷ କରିଛନ୍ତି | ...