ଭଟଲି: ଭଟଲୀ ର ମାରୱାଡି ପଡାରେ ଚାଲିଥିବା ଗଣେଶ ପୁଜା ରେ ଆଜି ଯୋଗଦେଇ କମିଟି ସଦସ୍ଯ ଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କଲେ ଭଟଲୀ ବିଧାୟକ
Bhatli, Bargarh (Baragarh) | Sep 2, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ର ମାରୱାଡି ପଡାରେ ଚାଲିଥିବା ଗଣେଶ ପୁଜାରେ ଯୋଗଦାନ କରି ପ୍ରଭୁ ଗଣେଷ ଙ୍କ ପୁଜାର୍ଚ୍ଚନା କଲେ ଭଟଲୀ ବିଧାୟକ...