Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଖଲ୍ଲିକୋଟ୍: ବାଦପଲ୍ଲୀ ଦେବୀଝର ଠାରେ ଅନୁଷ୍ଠିତ ମକର ମେଳା ରେ ୨୦ ହଜାର ଭକ୍ତ ଓ ଓଡ଼ିଆ ଆଲପୁର ମକର ମେଳା ରେ ୧୦ ହଜାର ଭକ୍ତ ଙ୍କ ସମାଗମ

Khalikote, Ganjam | Jan 14, 2026
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତର ଦେବୀଝର ଠାରେ ଥିବା ଶ୍ରୀ ଚଣ୍ତେଶ୍ବର ଓ ମା ଚଣ୍ତିଦେବୀଙ୍କ ପୀଠରେ ଆଜି ମକର ମେଳା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଦିନ ୧୨ ଟା ରୁ ଅପରାହ୍ନ ସାଢ଼େ ୪ ଟା ପର୍ଯ୍ୟନ୍ତ ଏହି ମେଳାରେ ୨୦ ହଜାର ରୁ ଉର୍ଦ୍ଦ୍ବ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଓଡ଼ିଆ ଆଲପୁର ସ୍ଥିତ ମା' ଦ୍ୱିତୀୟ କାଳିଜାଇଙ୍କ ପୀଠରେ ଆଜି ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ୧୦ ହଜାର ରୁ ଉର୍ଦ୍ଦ୍ବ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।