ଲାଞ୍ଜିଗଡ: ଲାଞ୍ଜିଗଡ଼ ଓ ବିଶ୍ଵନାଥ ପୁର ଦୁର୍ଗା ପୂଜା ରେ ଯୋଗଦେଲେ ବିଧାୟକ।
ଆସିଛି ପାର୍ବଣ । ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର।ବିଭିନ୍ନ ସ୍ଥାନରେ ମାଁ ଙ୍କ ପୂଜାର୍ଚ୍ଚନା ଚାଲିଛି।ଏହି ଅବସରରେ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି। ଲୋକେ ମାନଙ୍କୁ ପୂଜା କରିବା ସହିତ ଆଶିର୍ବାଦ ଭିକ୍ଷା କରୁଥିବା ବେଳେ ଆଜି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ଲାଞ୍ଜିଗଡ ଓ ବିଶ୍ଵନାଥ ପୁର ଠାରେ ଅନୁଷ୍ଠିତ ଦୁର୍ଗା ରେ ଯୋଗଦେଇ ମାଁ ଦୂର୍ଗା ଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।