ରାସ୍ତା ନାହିଁ କି ବିଜୁଳି ନାହିଁ ା ସରପଞ୍ଚଙ୍କ ଠାରୁ ଆରମ୍ଭକରି କେନ୍ଦୁଝର ଜଲ୍ଲାପାଳ ଙ୍କ ପର୍ଯ୍ଯନ୍ତ ସମସ୍ତଙ୍କୁ ଗୁହାରି ଜଣାଇଛନ୍ତି ହେଲେ କେହି ସୁଣୁନାହାଁନ୍ତି ା ଫଳରେ ଆଜି ୮କିମି ଚାଲିଚାଲି ଆସି ପଞ୍ଚାୟତ ରେ ତାଲା ପକାଇଲେ ୪ଖଣ୍ଡ ଗାଁ ର ଲୋକେ ା ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ସାମୁକାନେଣ୍ଡି ପଞ୍ଚାୟତରେ ଠାରେ ା ପଞ୍ଚାୟତ ଅଧିନ ବାଇବୁରୁ , ବାଦୁଡିବସା , ଆମ୍ବଡାହୀ ଓ ବରଗୋଠ ଗାଁ ମାନଙ୍କରେ ଏଯାଏଁ ନା ଭଲ ରାସ୍ତାଟିଏ l