ସୁନ୍ଦରଗଡ ସହର: ଡୁଡୁକା ଏମ୍ ସି ଏଲ ରାସ୍ତାର ଡୁଡୁକା ଗୋଲେଇ ଛକ ରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରଲର ଧକ୍କାର ଦୁଇ ଆହତ, ବାଇକ୍ ଚେପା, ଟ୍ରଲର ଛାଡ଼ି ଚାଳକ ଫେରାର
Sundargarh Town, Sundargarh | Sep 13, 2025
ଆଜି ସେପ୍ଟେମ୍ୱର 13 ତାରିଖ ଶନିବାର ସକାଳ 8 ଟା ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଛନ୍ତି ବାଇକ ଚାଳକ ଓ ଆରୋହୀ।...