ପୁରୀ ମ୍ୟୁନିସିପାଲଟି: ପୁରୀ ବେଳାଭୂମି ରେ ବେଆଇନ ଭାବେ ଜନ୍ମଦିନ ପାଳନ କରିବା ନେଇ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାପାଳ ଙ୍କ ପ୍ରତିକ୍ରିୟା l
Puri M, Puri | Sep 16, 2025 ପୁରୀ ବେଳାଭୂମି ରେ ବେଆଇନ ଭାବେ ଜନ୍ମଦିନ ପାଳନ ପ୍ରସଙ୍ଗ ରେ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାପାଳ ଙ୍କ ସୂଚନା l ଆଜି ଦିନ 12 ସମୟରେ ସୂଚନା ଦେଇଥିଲେ ପୁରୀ ଜିଲ୍ଲାପାଳ ଦିବ୍ୟଜୋତି ପରିଡା l