କଟକ ପୌରାଞ୍ଚଳ: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ତେଲି ସାହିରେ ବଧୂ ହତ୍ୟା ମାମଲା, ଶାଶୂକୁ ଗିରଫ କଲା ତିଗିରିଆ ଥାନା ପୋଲିସ
Cuttack M Corp PS, Cuttack | Sep 9, 2025
କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ତେଲି ସାହିରେ ବଧୂ ହତ୍ୟା ମାମଲାରେ ଶାଶୂକୁ ଗିରଫ କରିଛି ତିଗିରିଆ ଥାନା ପୋଲିସ। ଗିରଫ ମହିଳା...