ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଚାଲିଛି ମା ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ। ଏହି ଉତ୍ସବରେ ଏକ ବଡ ଧରଣର ଅଘଟଣ ରୁ ବର୍ତ୍ତୀ ଯାଇଛନ୍ତି ଭକ୍ତ। ସୂଚନା ମୁତାବକ ମାଙ୍କ ବାର୍ଷିକ ଉତ୍ସବର ଆଜି ହେଉଛି ତୃତୀୟ ଦିନ। ଏହି ତୃତୀୟ ଦିନରେ ଭକ୍ତ ଙ୍କ ସମାଗମ ହୋଇଥିଲା। ଯାତ୍ରା ପଡିଆରେ ଭକ୍ତ ଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ର ଦୋଳି ର ଆୟୋଜନ କରାଯାଇଛି। ଏଥିରେ ଥିବା ରାମ ଦୋଳି ଆରମ୍ଭ ପୂର୍ବରୁ ଦୋଳି ମାଲିକ ଦୋଳି ର ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ସେଥିରେ ଥିବା ୧୦ ଟି ଝୁଲାରୁ ୬ ଟି ଝୁଲା ଛିଣ୍ଡି ତଳେ ପଡି ଯାଇଥିଲା। ଏହି ଅଘ