ଅତାବିରା: ଗରିଆଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଗବୁଗା କ୍ଳଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ଅଦ୍ୟ ତା ୧୮-୧୦-୨୦୨୫ ରିଖ ଶନିବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରିଆଟିକ୍ରା ଠାରେ ବୁଗବୁଗା କ୍ଲଷ୍ଟର ର ଚଳିତ ଶିକ୍ଷାବର୍ଷର ଚତୁର୍ଥ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ ବୈଠକରେ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପାଠ ଯୋଜନା, ଶିକ୍ଷଣ ସୋପାନ ରେଜିଷ୍ଟର,ଶ୍ରେଣୀ ପରିଦର୍ଶନ, ବର୍ଣ୍ଣାଳୀ ଆଦି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।